ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଆବୁଧାବିକୁ ବିମାନ ସେବା ଆରମ୍ଭ ହୋଇଛି । ବିମାନ ଉଡାଣ ନେଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସପ୍ତାହକରେ ତିନି ଦିନ ଏହି ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ସେବା ଯାତ୍ରୀଙ୍କୁ ଉପଲବ୍ଧ ହେବ । ଆଜି ସକାଳ ୯ଟା ୩୦ ମିନିଟରେ ଆବୁଧାବିକୁ ପ୍ରଥମ ବିମାନ ଉଡାଣ ଭରିଥିଲା ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..