ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଦୂତାବାସ ପକ୍ଷରୁ ଇରାନରେ ରହୁଥିବା ଭାରତୀୟଙ୍କ ଲାଗି ହେଲପଲାଇନ ନମ୍ବର ଜାରି କରାଯାଇଛି । ଦୁଇଟି ହେଲପଲାଇନ ନମ୍ବର ଜାରି ହୋଇଛି । ଭାରତୀୟ ଦୂତାବାସ ପକ୍ଷରୁ ଏକ ପରାମର୍ଶ ଜାରି କରି କୁହାଯାଇଛି ଯେ ଇରାନ ଏବଂ ଇସ୍ରାଏଲରେ ଉତ୍ତେଜନା ତୀବ୍ର ହୋଇଛି । ଇରାନରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଲେଖି ହେଲପଲାଇନ ନମ୍ବର ୯୧୨୮୧୦୯୧୧୫ ଏବଂ ୯୧୨୮୧୦୯୧୦୯ ରେ ଯୋଗା ଯୋଗ କରିବାକୁ କୁହାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିପାରିବେ । ଭାରତୀୟମାନଙ୍କୁ ଦୂତାବାସର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି ।
More Stories
ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ପାକିସ୍ତାନ….
ଶିଶୁ ବାଟିକାରୁ ଦଶମ ୨୦ରୁ ମଧ୍ୟାହ୍ନ ଭୋଜନ…..
ଝାଡାବାନ୍ତି ପାଇଁ ସବୁ ଜିଲ୍ଲାକୁ ଆଲର୍ଟର ରହିବାକୁ ନିର୍ଦ୍ଦେଶ…..