Report Card Odisha

| Daily Odia News

କଟକରେ ଯୁବକଙ୍କ ଗଳା କାଟି ହତ୍ୟା….

ରିପୋର୍ଟ କାର୍ଡ / କଟକ

କଟକରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ଗଳା କାଟି ବୀଭତ୍ସ ହତ୍ୟା କରାଯାଇଛି। ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟ କମ୍ପେ୍ଲକ୍ସରେ ପଡିଛି ମୃତଦେହ। ଯୁବକ ଜଣକ ବାଦାମବାଡି ଶଙ୍କରପୁର ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ କରୁଛି |

Breaking News