ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟର ପ୍ରାୟ ୫୦୦ ଆପ୍ ନେତା ଓ କର୍ମୀ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆପ୍ର ଗୁଜରାଟ ରାଜ୍ୟ ସେକ୍ରେଟାରୀ ସୂର୍ଯ୍ୟାସିଂ ଡାଭି, ଅହମଦାବାଦ ନଗର ସଭାପତି ଓମ ପ୍ରକାଶ ତିୱାର ପ୍ରମୁଖ କଂଗ୍ରେସରେ ସାମିଲ ହୋଇଥିଲା। ଆପ୍ ନେତା ଓ କର୍ମୀଙ୍କୁ ଏଆଇସିସି ସାଧାରଣ ସମ୍ପାଦକ ତଥା ଗୁଜରାଟ ପ୍ରଭାରୀ ମୁକୁଲ ୱାଜନିକ୍, ଗୁଜରାଟ ପିସିସି ସଭାପତି ଅମିତ ଚଭଡା ପ୍ରମୁଖ ସ୍ବାଗତ କରିଥିଲେ।






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..