ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି। ତେବେ କାହିଁକି ଏଭଳି ଉଦ୍ୟମ କରିଛନ୍ତି, ତାଙ୍କ ମାନସିକ ସ୍ଥିତି ଠିକ୍ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।






More Stories
ନାବାଳକଙ୍କୁ ହତ୍ୟା କଲା ନାବାଳକ…..
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..