ରିପୋର୍ଟ କାର୍ଡ / ନୂଆପଡା
ନୂଆପଡାରେ ଆଗକୁ ଉପନିର୍ବାଚନ ହେବାକୁ ଥିବାରୁ ରାଜନୀତି ଏବେ ସରଗରମ ହୋଇଛି । ତିନି ପ୍ରମୁଖ ଦଳର ନେତାମାନେ ନୂଆପଡା ବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ଏଥିପାଇଁ ତିନୋଟି ଦଳର କର୍ମୀଙ୍କଠାରୁ ଆରମ୍ଭ କରି ଦଳର ମୁଖିଆ ମାନେ ଡେରା ପକାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତ କରି ୧୧୦୦କୋଟିରୁ ଅଧିକ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି । ଏପଟେ ପିସିସି ସଭାପତି ଭକ୍ତ ଚରଣ ଦାସ ଆଜିଠୁ ନ୍ୟାୟ ସମାବେଶ କରି ଲୋକଙ୍କ ନିକଟର ହେବାକୁ ଚେଷ୍ଟା କରୁଛନ୍ତି । ଜିଲାବାସୀଙ୍କୁ ସାମ୍ବିଧାନିକ ହକ୍ ଓ ଅଧିକାରୀ ପାଇଁ ଏହି ଯାତ୍ରା ଆରମ୍ଭ କରିବେ ଭକ୍ତ ଦାସ ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..