ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟେରଦଶୀ ତିଥିରେ ଧନତେରାସ ପାଳନ କରାଯାଉଛି । ଆଜିର ଦିନରେ ଘରକୁ କିଛି ସୁନା,ରୂପା, ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣି ନେବା ଦ୍ୱାରା ଶୁଭ ହୋଇଥାଏ। ଆଜି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୩୩ହଜାର ୩୦୦ ରହିଛି । ଧନତେରାସରେ ସୁନା ମହଙ୍ଗା ହୋଇଥିବା ଗ୍ରାହକଙ୍କୁ ବେଶ ବାଧିଛି ।






More Stories
ସାବଧାନତା ଅବଲମ୍ବନ କରନ୍ତୁ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..