ରିପୋର୍ଟ କାର୍ଡ / କଟକ
କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବାଘ ଆତଙ୍କ । ଜଣେ ବ୍ୟକ୍ତିଙ୍କ CCTV କ୍ୟାମେରାରେ ବାଘର ଭିଡିଓ କଏଦ ହୋଇଥିବା ଦେଖିବାକୁ ମିଳିଛି। ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭିଡିଓ। ସ୍ଥାନୀୟ ଅଞ୍ଚଳରେ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ। ଏ ନେଇ ବନ ବିଭାଗକୁ ଖବର ଦେଇଥିବା ବେଳେ ବନ ବିଭାଗ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି। ବାଘର ଗତିବିଧି ଉପରେ ବିଭିନ୍ନ ସ୍ଥାନରେ ନଜର ରଖଯାଇଛି। ଯଦି ଭିଡ଼ିଓଟି ସତ୍ୟ ହୋଇଥାଏ ତେବେ ବାଘକୁ ଧରିବା ବନ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହେବ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..