ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଷୀଙ୍କ ପାଇଁ ଖୁସି ଖବର ଦଲେ ସରକାର । ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ଦେବେ ସରକାର । ବର୍ଦ୍ଧିତ ଏମ୍ଏସ୍ପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ଟଙ୍କା ଦେବେ ରାଜ୍ୟ ସରକାର । ପୂର୍ବରୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଥିଲେ ଚାଷୀ । ଏବେ କ୍ଵିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ରାଜ୍ୟ ସରକାର । ଗ୍ରେଡ଼-ଏ ଧାନ ପାଇଁ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୩୧୮୯ ଟଙ୍କା ଦେବେ ସରକାର । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବର୍ଦ୍ଧିତ ଏମଏସପି ଦର ଅନୁସାରେ କେନ୍ଦ୍ର ସରକାର କ୍ଵିଣ୍ଟାଲ ପିଛା ୨୩୬୯ ଟଙ୍କା ସ୍ଥିର କରିଥିଲେ ଏବଂ ରାଜ୍ୟ ସରକାର କ୍ଵିଣ୍ଟାଲ ପିଛା ୮୦୦ଟଙ୍କା ଇନ୍ପୁଟ ସବସିଡ଼ି ଦେଉଛ






More Stories
କେଦାରନାଥରେ ମୋବାଇଲ୍ ନିଷେଧ….
ସରକାରଙ୍କ ବଡ଼ ନିଷ୍ପତ୍ତି…..
ସିଭିଲ ସର୍ଭିସ କର୍ମଚାରୀ ସୁଶାସନ ଏବଂ ବିକାଶର ମେରୁଦଣ୍ଡ…..