ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା ମାଷ୍ଟରମାଇଣ୍ଡ ଡାକ୍ତର ଉମର ମହମ୍ମଦର ପୁଣୱାମା ସ୍ଥିତ ଘରକୁ ବିସ୍ଫୋରଣରେ ଧ୍ୱଂସ କରିଛନ୍ତି ସୁରକ୍ଷା କର୍ମୀ । ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଜାରି ରହିଥିବା କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଏହି ଅପରେସନ କରାଯାଇଛି ।ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦେଶବ୍ୟାପୀ ଚଢ଼ାଉ କରିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ, ବିସ୍ଫୋରଣ ପଛରେ ମାଷ୍ଟରମାଇଣ୍ଡ ଡାକ୍ତର ଉମରର ହାତ ଥିଲା । ତାଙ୍କ ଗୋଷ୍ଠୀ ଗତ ଦୁଇ ବର୍ଷ ଧରି ଆକ୍ରମଣ ଯୋଜନା କରୁଥିଲେ ।






More Stories
କେଦାରନାଥରେ ମୋବାଇଲ୍ ନିଷେଧ….
ସରକାରଙ୍କ ବଡ଼ ନିଷ୍ପତ୍ତି…..
ସିଭିଲ ସର୍ଭିସ କର୍ମଚାରୀ ସୁଶାସନ ଏବଂ ବିକାଶର ମେରୁଦଣ୍ଡ…..