Report Card Odisha

| Daily Odia News

ଓଡ଼ିଶା ଆସିପାରନ୍ତି ଶାହା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସିବା ସମ୍ଭାବନା ଅଛି। ଆସନ୍ତା ୨୧ରେ ଶ୍ରୀ ଶାହ ଭୁବନେଶ୍ବର ଗସ୍ତରେ ଆସିପାରନ୍ତି। ଏହି ଦିନ ଭୁବନେଶ୍ବରରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ​‌େ​‌ଯାଗଦେବା ସମ୍ଭାବନା ରହିଛି। ଏ ନେଇ ଚୂଡ଼ାନ୍ତ ହୋଇନଥିବା ପାର୍ଟି ସୂତ୍ରରୁ ଜଣାପଡିଛି।

Breaking News