ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ ଗାଡ଼ି ଚଲାଇଲେ, ମାତ୍ରାଧିକ ସ୍ପିଡ, ବିନା ହେଲମେଟ୍ରେ ଗଲେ ତଣ୍ଡ ଗଣିବାକୁ ପଡିବ। ୩ ଏହା ସହ ୩ ଜଣଙ୍କୁ ବସାଇ ଗାଡ଼ିଚଲାଇଲେ, ରଙ୍ଗ ରୁଟ୍ ଗଲେ ଜରିମାନା ଦେବାକୁ ହେବ। ଦୁଇ ଦିନ ସ୍ପେଶାଲ ଏନ୍ପୋର୍ସମେଣ୍ଟ ଡ୍ରାଇଭ ନେଇ ସୂଚନା ଜାରି ହୋଇଛି। ୧ ତାରିଖ ଭିତରେ ସମସ୍ତ ପ୍ରକାର ଇ ଚାଲାଣ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।






More Stories
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..
ଓଡ଼ିଶାକୁ ୭,୨୨୧ କୋଟି ମଞ୍ଜୁରୀ…..
ବୈଷୟିକ ଶିକ୍ଷାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି…..