ରିପୋର୍ଟ କାର୍ଡ / ନୂଆଦିଲ୍ଲୀ /ଭୁବନେଶ୍ବର
ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତ କରାଯାଇଛି। ଝାଡ଼ଖଣ୍ଡ ବିଜେପି ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟାର ଦାୟିତ୍ବ ତାଙ୍କୁ ଦିଆଯାଇଛି। ବିଜେପି ଜାତୀୟ ରିଟର୍ଣ୍ଣିଂ ଅଫିସର ଡ. କେ. ଲକ୍ଷ୍ମଣଙ୍କ ପକ୍ଷରୁ ଏହି ସୂଚନା ଜାରି ହୋଇଛି।






More Stories
ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍ ପାଇଁ ଆସିଲା ନିର୍ଦ୍ଦେଶ…..
ବିପଦ ସଂକେତ ତଳେ ସବୁ ନଦୀ…..
ପୁଣି ୨ ଲଘୁଚାପ;ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି…..