Report Card Odisha

| Daily Odia News

ବନ୍ଧା ହେଲେ ନକଲି ଡାକ୍ତର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାଟ୍ରିମୋନିରେ ଫେକ୍‌ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି। ସାନ ଭାଇ ସହ ବିବାହର ପ୍ରଲୋଭନ ଦେଖାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ବ୍ୟାଙ୍କରେ ବିଭିନ୍ନ ପଲିସି କରିବା ନାଁରେ ବି ଉକ୍ତ ବ୍ୟକ୍ତି ଜଣକ ଠକେଇ କରିଛନ୍ତି। ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାହାଳ ଥାନା ପୋଲିସ। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Breaking News