Report Card Odisha

| Daily Odia News

ବଢିଲା ଏଲପିଜି ସିଲିଣ୍ଡର ଦର….

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ବଜେଟ ପୂର୍ବରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମର ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୫୦ଟଙ୍କା ବୃଦ୍ଧି କରିଛନ୍ତି। ରବିବାର ସକାଳେ ନୂତନ ଦର ଲାଗୁ ହୋଇଛି।

Breaking News