Report Card Odisha

| Daily Odia News

କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶନିବାରମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେବସିଥିବା ଏହି ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ସହ ବୈଠକରେରାଜ୍ୟ ବଜେଟ ମଧ୍ୟ କ୍ୟାବିନେଟରେଅନୁମୋଦିତହୋଇଛି। ଏହାଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ।ତେବେ ଶନିବାର ମଞ୍ଜୁରୀ ମିଳିଥିବା ପ୍ରସ୍ତାବ ମଧ୍ୟରେଜଳସମ୍ପଦ ବିଭାଗର୩ଟି ଏବଂ ଶ୍ରମ ବିଭାଗର ଗୋଟିଏ ପ୍ରସ୍ତାବରହିଛି।ଜଳସମ୍ପଦ ବିଭାଗରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର୧୦୦କୋଟି ଟଙ୍କାର୩ଟି ପ୍ୟାକେଜକୁଅନୁମୋଦନ। ସେହିଭଳିଶ୍ରମ ବିଭାଗର ରେଡିଓଗ୍ରାଫର ସର୍ଭିସ୍ରୁଲରେ ସଂଶୋଧନକୁ ଅନୁମତି ଦେଇଛି କ୍ୟାବିନେଟ୍।

Breaking News