ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୃହ କାର୍ଯ୍ୟ ଆରମ୍ଭରୁ ହଟଗୋଳ । ଆଜିବି ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ । ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଧ୍ୟଭାଗରେ ନାରାବାଜି । ଗୃହ କାର୍ଯ୍ୟ ଆରାମ୍ଭରୁ ବିରୋଧୀଙ୍କ ହଟଗୋଳ ଏବଂ ନାରାବାଜୀ । ବିଜେଡ଼ି ପକ୍ଷରୁ ଧାନ ସଂଗ୍ରହ, ମଣ୍ଡି ଅବ୍ୟବସ୍ଥା ପରିସ୍ଥିତି ପ୍ରସଙ୍ଗ ନେଇ ନାରାବାଜୀ । ସେହିଭଳି କଂଗ୍ରେସ ପକ୍ଷରୁ ଧାନ ସଂଗ୍ରହ ଓ ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ନାରାବାଜୀ ଓ ହଟଗୋଳ । ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟଗୋଳ । ଫଳରେ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..