ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଖୋଲିବ ୩ ନୂତନ ମହାବିଦ୍ୟାଳୟ।ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାର ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋଟିଏ ମତ୍ସ୍ୟ ବିଜ୍ଞାନ , ଗୋଟିଏ ପ୍ରାଣୀସମ୍ପଦ ଓ ଗୋଟିଏ କୃଷି ମହାବିଦ୍ୟାଳୟ ଖୋଲିବା ନେଇ ସୂଚନାମିଳିଛି ।ସୋନପୁରରେ ଖୋଲାଜିବ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ। ଚିପିଲିମାରେ ପ୍ରାଣୀ ସମ୍ପଦ ମହାବିଦ୍ୟାଳୟ। ବଲାଙ୍ଗିରରେ କୃଷିମହାବିଦ୍ୟାଳୟ ଖୋଲିବ।ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିଜେ ମନ୍ତ୍ରୀ ସୂଚନାଦେଇଛନ୍ତି।






More Stories
ସ୍କୁଲ ଛୁଟି ଘୋଷଣା !…..
ଅକ୍ଷୟ ତୃତୀୟାରେ ସିଏମ କିଷାନ ରାଶି…..
ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୬ ନିର୍ଦ୍ଦେଶ…..