ରାଜ୍ୟ ପୁଣି SCB ମେଡିକାଲରେ ଅଘଟଣ: ଜଳିଲା…. Report Card Bureau March 18, 2026 1 min read ରିପୋର୍ଟ କାର୍ଡ / କଟକପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି। ତେବେ ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB ମେଡିକାଲ। ନନ ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି।Continue ReadingPrevious ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..Next ସ୍ବତନ୍ତ୍ର ଶାସନ ସଚିବ ବୁଝିବେ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ବିଧାନସଭାରେ କୋକେଇ ଶୋଭାଯାତ୍ରା….. March 18, 2026 Report Card Bureau ରାଜ୍ୟ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ….. March 18, 2026 Report Card Bureau ରାଜ୍ୟ ୧୯ରୁ ମାଟ୍ରିକ୍ ଖାତାଦେଖା….. March 18, 2026 Report Card Bureau
More Stories
ବିଧାନସଭାରେ କୋକେଇ ଶୋଭାଯାତ୍ରା…..
ସ୍ବତନ୍ତ୍ର ଶାସନ ସଚିବ ବୁଝିବେ…..
୧୯ରୁ ମାଟ୍ରିକ୍ ଖାତାଦେଖା…..