ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଢିଲା ପେଟ୍ରୋଲ, ଡିଜେଲ ଦର। ଆଜି ସକାଳ ୬ ଟାରେ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୨.୫ ରୁ ୩ ଟଙ୍କା ବୃଦ୍ଧି କରିଛନ୍ତି। ପେଟ୍ରୋଲର ମୂଲ୍ୟ ୩.୧୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ୩.୧୧ ଟଙ୍କା ପ୍ରତି ଲିଟର ବୃଦ୍ଧି କରାଯାଇଛି। ତେଲ କମ୍ପାନୀଗୁଡ଼ିକ ମଧ୍ୟରାତ୍ରିରେ ଏକ ଇମେଲ୍ ପଠାଇ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ। ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ଲୋକଙ୍କ ପକେଟ୍ ଉପରେ ଆହୁରି ପ୍ରଭାବ ପକାଇବ।






More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……