ରିପୋର୍ଟ କାର୍ଡ / ଭୁବନେଶ୍ୱର
ହଟିବନି ଟେଲିଗ୍ରାମ ବ୍ୟାନ। ମନା କରି ଦେଲେ ହାଇକୋର୍ଟ। ଟେଲିଗ୍ରାମ୍ ବ୍ୟାନ ବଜାୟ ରଖିଲେ ଦିଲ୍ଲୀ ହାଇକୋର୍ଟ। ନିଟ୍-ୟୁଜି ପୁନଃପରୀକ୍ଷା ପୂର୍ବରୁ, ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏତେ ବଡ଼ ଜାତୀୟ ପରୀକ୍ଷାର ସୁରକ୍ଷା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବା ଏବଂ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବାର ସମ୍ପୂର୍ଣ୍ଣ ଆଇନଗତ ଅଧିକାର ସରକାରଙ୍କର ଅଛି। ଏବେ ଜୁନ୍ ୨୨ ପର୍ଯ୍ୟନ୍ତ ସମଗ୍ର ଭାରତରେ ଟେଲିଗ୍ରାମ ବ୍ୟାନ୍ ରହିବ। ଶୁକ୍ରବାର ସକାଳ ୧୦:୩୦ରେ, ଦିଲ୍ଲୀ ହାଇକୋର୍ଟର ବିଚାରପତି ତେଜସ କାରିଆଙ୍କ ଏକକ ବିଚାରପତି ଖଣ୍ଡପୀଠ ତାଙ୍କ ରାୟ ଶୁଣାଇଛନ୍ତି। ସେ ଟେଲିଗ୍ରାମର ଆବେଦନକୁ ଖାରଜ କରିଛନ୍ତି।






More Stories
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..