ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି।ଲେବର ପାର୍ଟି ମଧ୍ୟରେ ବିଦ୍ରୋହର ସମ୍ମୁଖୀନ ହେବା ପରେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ୨୦୨୪ ନିର୍ବାଚନରେ ଲେବର ପାର୍ଟିରୁ ଷ୍ଟାର୍ମର ବିଜୟ ହୋଇଥିଲେ। ୧୪ ବର୍ଷ କ୍ଷମତାରେ ଥିବା କଞ୍ଜରଭେଟିଭ୍ ପାର୍ଟିକୁ ଗାଦିଚ୍ୟୁତ କରିଥିଲେ। ଷ୍ଟାର୍ମର କହିଛନ୍ତି ଲେବର ପାର୍ଟି ବିଶ୍ୱାସ କରେ ନାହିଁ ଯେ ମୁଁ ପରବର୍ତ୍ତୀ ନିର୍ବାଚନରେ ନେତୃତ୍ୱ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି। ଷ୍ଟାରମରଙ୍କ ଇସ୍ତଫା ଲେବର ପାର୍ଟି ଭିତରେ ତାଙ୍କ ନେତୃତ୍ୱକୁ ନେଇ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ଆସିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..