ରିପୋର୍ଟ କାର୍ଡ / ପୁରୀ
ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି | ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତିର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜା ଛେରାପହଁରା କରିଛନ୍ତି |ପୂଜାର୍ଚ୍ଚନା ପରେ ସୁନାଖଡିକାରେ କଲେ ଛେରାପହଁରା | ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ।






More Stories
ଅଟକିଲା ନନ୍ଦିଘୋଷ,ସକାଳ ସାଢେ ୯ଟାରେ ପୁଣି ଟଣା…..
ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି…..
ପବିତ୍ର ରଥ ଯାତ୍ରାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ…