ରିପୋର୍ଟ କାର୍ଡ / ପୁରୀ
୨ୟ ଦିନରେ ଆରମ୍ଭ ହେଲା ଶ୍ରୀଜୀଉମାନଙ୍କ ରଥଟଣା। ପୁଣି ରଥଟଣା ଆରମ୍ଭ ହୋଇଥିବା ବେଳେ ଘଣ୍ଟ, ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି। ଆଗକୁ ବଢୁଛି ୩ରଥ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ। ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଛି। ଫାୟାର ଷ୍ଟେସନରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଲା। ମରିଚିକୋଟ ଛକରୁ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଏହାସହ ସିଂହଦ୍ୱାର ଆଗରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡିଛି ।






More Stories
ଆଜି ମିଳିବ ସିଏମ୍-କିଷାନ ସହାୟତା ରାଶି…..
୨୨ରୁ ବିଧାନସଭା ଅଧିବେଶନ…..
୧୪ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦୋନ୍ନତି……