Report Card Odisha

| Daily Odia News

ରଥଯାତ୍ରାକୁ ଛୋଟଛୁଆ ବୃଦ୍ଧ ଓ ରୋଗୀ ନଆସିବାକୁ ଅପିଲ୍…..

ରିପୋର୍ଟ କାର୍ଡ / ପୁରୀ

ମହାପ୍ରଭୁଙ୍କ ରଥଯାତ୍ରାରେ ପ୍ରାୟ ୪ରୁ ୫ ଲକ୍ଷ ଭକ୍ତ ଆସିଛନ୍ତି। ଆହୁରି ଭିଡ ବଢିବାର ସମ୍ଭାବନା ରହିଛି। ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍ କରିଛନ୍ତି। ପୋଲିସ ଆଡଭାଇଜାରି ମାନିକବାକୁ ଅପିଲ କରିଛନ୍ତି ଡିଜିପି। ନିଜେ ଶୃଙ୍ଖଳିତ ଦର୍ଶନ କରିବା ସହ ଅନ୍ୟକୁ ଦର୍ଶନ ପାଇଁ ସୁଯୋଗ ଦିଅନ୍ତୁ। ରଥଯାତ୍ରା, ବାହୁଡା ଏହାପରେ ସୁନାବେଶରେ ମଧ୍ୟ ଭିଡ ହେବ। ଏଣୁ ଛୋଟଛୁଆ ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଡିଜିପି ଅପିଲ୍ କରିଛନ୍ତି।

Breaking News