ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ ବୃଦ୍ଧି ପାଇ ୨୬୨% ରେ ପହଞ୍ଚିଛି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଛିଲା ଭାବେ ଜାନୁଆରୀରୁ ଲାଗୁ ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ବର୍ଦ୍ଧିତ ଭତ୍ତା ଜୁଲାଇ ମାସ ଦରମାରେ ମିଳିବ ବୋଲି ଜଣାପଡ଼ିଛି।






More Stories
ପୋଖରୀକୁ ଖସିଲା କାର୍, ୫ ମୃତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା…..
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…..