ରିପୋର୍ଟ କାର୍ଡ / ଭବାନୀପାଟଣା
ବିଜେପି କର୍ମୀଙ୍କୁ ବିଚ୍ ରାସ୍ତାରେ ନିର୍ମମ ହତ୍ୟା। ମଦନପୁର ରାମପୁର ଡମ୍ କରଲାଖୁଣ୍ଟା ସରପଞ୍ଚଙ୍କ ସ୍ୱାମୀଙ୍କୁ ଛୁରାମାଡ଼ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ। ବିଜେପି କର୍ମୀଙ୍କୁ ହତ୍ୟା ମାମଲାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ୨ ଜଣଙ୍କୁ ଅଟକ ନେଇ ସୂଚନା ଦେଲେ କଳାହାଣ୍ଡି ଏସ୍ପି। ମଦନପୁର ରାମପୁର ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ପୂର୍ବ ଶତ୍ରୁତାରୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..