ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ୱରରେ ୧୯୧ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୪୫ ଟି କ୍ୱାରେନଟାଇନରୁ ଓ ୧୪୬ ଜଣ ଲୋକାଲ କେସ ରହିଛି । ତେବେ ଖଣ୍ଡଗିରିରୁ ୧୪, ପାତ୍ରପଡାରୁ ୧୩, ଓଲ୍ଡ ଟାଉନରୁ ୯, ସୁନ୍ଦରପଦାରୁ ୮, ନୟାପଲ୍ଲୀରୁ ୬, ବଡଗଡରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ତୋବ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬୬ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୮୯୩ ହୋଇଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୧୨୩୬ ଟି ଆକ୍ଟିଭ କେସ ରହିଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….