ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜଧାନୀ ଭୁବନେଶ୍ବରରେ ଦୈନନ୍ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ଭୁବନେଶ୍ବରରୁ ୭୭୩ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୪୦ ଜଣ ଚିହ୍ନଟ ହୋଇଥିବା ବେଳେ ୬୩୨ ଜଣ ସ୍ଥାନୀୟ ଅକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ କରୋନା ସଂକ୍ରମଣ ମୋଟ ୪୧,୪୦୧ କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛ | ସେମାନଙ୍କ ମଧ୍ୟରୁ ଆକ୍ଟିଭ୍ କେସ୍ ୫୮୯୬ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୫୨୨୭ ଜଣ ଏବଂ ୨୫୭ ଜଣଙ୍କର ମୃତ୍ୟୁ ଘଟିଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….