ରିପୋର୍ଟ କାର୍ଡ / ରାୟଗଡା
ନିଜ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଜଣେ ଯବାନ | ରାୟଗଡା ଜିଲ୍ଲା କାଶୀପୁରରେ ଅବସ୍ଥାପିତ ବିଏସ୍ଏଫ୍ ୬୮ ବାଟାଲିୟନ ଯବାନ ଦିଲିପ କୁମାର ମାହି ବୁଧବାର କାର୍ଯ୍ୟରତ ଥିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୪ ମାସ ପୂର୍ବରୁ ସେ ବିବାହ କରିଥିଲେ। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। କାଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୋଥିବା ନେଇ ଜଣା ପଡିଛି |
More Stories
୧୨ରୁ ୧ଟା ସୁଦ୍ଧା ସରିବ ହୋଲି ଖେଳ…..
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବିସ୍ଫୋରଣ….
କୋର୍ଟରେ ହାଜର ହେଲେ ରାଜା ଚକ୍ର…..