ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ସମଗ୍ର ଦେଶରେ ଆଜି ମାତୃ ଦିବସ ପାଳନ କରାଯାଉଛି। ମାତୃ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କରୋନା ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିଏମ୍ ଟୁଇଟ୍ କରି କହିଛନ୍ତି, “ଓଡିଶାରେ ମାତୃ ମୃତ୍ୟୁହାର ହ୍ରାସ କରିବା ଏବଂ ନିରାପଦ ମାତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଉଦ୍ୟମ ପ୍ରତିବଦ୍ଧ। ମହାମାରୀ ସମୟରେ ଆମ ସହିତ ଛିଡା ହୋଇଥିବାରୁ ଆମର ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା – ଆଶା , ଏଏନଏମ ଏବଂ AWW ଙ୍କୁ ଧନ୍ୟବାଦ। “






More Stories
ଶ୍ରମିକଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ…..
ନୂଆ ରୂପରେ ଆସିବ ମେଟ୍ରୋ…..
ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍….