Report Card Odisha

| Daily Odia News

କ୍ୟାଡର ମାଓବାଦୀ ମୃତ….

ରିପୋର୍ଟ କାର୍ଡ / ବରଗଡ

ବରଗଡ ଜିଲ୍ଲା ପଦମପୁର ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି | ଏହି ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ମୃତ | ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ ହୋଇଥିବା ନେଇ ଡିଜିପି ସୂଚନା ଦେଇଛନ୍ତି। ଏସଓଜି ଓ ପୁଲିସର ମିଳିତ ଅପରେସନ ନେଇ ସୂଚନା ମିଳିଛି।

Breaking News