ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ସଂକ୍ରମଣର ଘନତ୍ୱ ଜାଣିବା ପାଇଁ ଦେଶର ୭୦ ଏବଂ ଓଡ଼ିଶାର ୩ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିଦେ୍ର୍ଧଶିକା ଡା. ସଂଘମିତ୍ରା ପତି । ତାଙ୍କ ସୂଚନା ଅନୁଯାୟୀ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ । ଜୁନ ୧୬.୧୭ରୁ ଆରମ୍ଭ ହୋଇ ଜୁନ ୨୧/୨୨ ସୁଦ୍ଧା ସାରିବା ନେଇ ଲକ୍ଷ୍ୟ ରହିଛି । ୬ ବର୍ଷରୁ ଊଦ୍ଧ୍ୱର୍ ପିଲାଙ୍କୁ ବି ସେରୋ ସର୍ଭେରେ ସାମିଲ କରାଯିବ । ଓଡ଼ିଶା ସରକାରଙ୍କ ଲଜିଷ୍ଟିକ ସପୋର୍ଟରେ ଆରଏମଆରସି ସର୍ଭେ କରିବ ବୋଲି ଆରଏମଆରସି ନିଦେ୍ର୍ଧଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..