ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ୍ ହେବା ଦ୍ବାରା ଶରୀରରେ ଭାଇରସ୍ ଅନେକ ଗୁଡିଏ କ୍ଷତି କରିଦେଉଛି । ସାଇଟୋକାଇନ୍ ଟର୍ମ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ଯାହା ଦ୍ବାରା ଦ୍ବିତୀୟ ସପ୍ତାହ ବେଳକୁ ମୃତ୍ୟୁ ହେଉଥିବା ଦେଖାଯାଇଛି । ପୋଷ୍ଟ କୋଭିଡ୍ କମ୍ପ୍ଲିକେସନ୍ ନେଇ ପ୍ରତିକ୍ରିୟା ରଖି ଡ଼ିଏମଇଟି ସିବିକେ ମହାନ୍ତି ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି କୋଭିଡ୍ ଦ୍ବାରା ଅନେକ ଗୁଡିଏ ଅର୍ଗାନ କ୍ଷତିଗ୍ରସ୍ତ ହେବା ପରେ ତାହା ଆଉ ସୁରକ୍ଷିତ ହୋଇ ରହୁନାହିଁ । ତାହା ଉପରେ ସେକେଣ୍ଡାରୀ କମ୍ପ୍ଲିକେସନ୍ ହେବାର ଦେଖାଯାଉଛି । କୋଭିଡ୍ ହୋଇସାରିବା ପରେ ଏହିପରି ଅନେକଗୁଡିଏ ଫ୍ୟାକ୍ଟର କାମ କରୁଛି, ସୁସ୍ଥ ହେବେ କି ନାହିଁ ଆଉଟକମ୍ କ’ଣ ରହିବ ଇତ୍ୟାଦି ।






More Stories
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ…..
୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ…..
ଦିଲ୍ଲୀ ଗସ୍ତରେ ନବୀନ…..