Report Card Odisha

| Daily Odia News

ଭୁବନେଶ୍ୱର ୟୁନିଟ-୧ ହାଟକୁ ବନ୍ଦ କଲା ବିଏମ୍ସି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ୟୁନିଟ-୧ ହାଟକୁ ବନ୍ଦ କଲା ବିଏମ୍ସି | କୋଭିଡ କଟକଣାକୁ ଦେଖି ଭୁବନେଶ୍ୱର ୟୁନିଟ-୧ ଭିତର ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ବନ୍ଦ କରାଯାଇଛି । କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମ୍ସି ପକ୍ଷରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ହାଟ ଭିତରେ ଲୋକ ଭିଡ ହେଉଥିବାରୁ ଏଠାରେ କୋଭିଡ ନିୟମ ପାଳନ କରାଯାଉ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଏପରି ଏକ ପଦକ୍ଷେପ ନିଆଯାଇଛି।

Breaking News