ରିପୋର୍ଟ କାର୍ଡ / ମୁମ୍ବାଇ
ଅର୍ଥ ହେରଫେର୍ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁରରେ ଥିବା ନିଜସ୍ୱ ବାସଭବନରେ ଚଢାଉ କରିଛି। ଏହାପୂର୍ବରୁ ସିବିଆଇ ଏପ୍ରିଲରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମୁମ୍ବାଇରେ ଥିବା ଦେଶମୁଖଙ୍କ ଘର ଏବଂ ତାଙ୍କ ନାଗପୁରରେ ଥିବା ତାଙ୍କ ନିଜସ୍ବ ବାସଭବନରେ ତଦନ୍ତ ଆରମ୍ଭ କରିଥିଲା। ୧୦୦କୋଟି ଟଙ୍କାର ଦାବି ସମ୍ପର୍କରେ ସିବିଆଇର ତାଙ୍କ ବିରୋଧରେ ଏଫଆଇଆର ହେବାର କିଛି ସମୟ ପରେ ଇଡି ଦେଶମୁଖଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଇଡି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶମୁଖ ଏବଂ ତାଙ୍କ ପୁଅଙ୍କ ସହଯୋଗୀମାନଙ୍କ ଉପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପରେ ଅନେକ ଚଢାଉ ଓ ସର୍ଚ୍ଚ କରିଛି।






More Stories
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..