ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୨୦୨୩ ସୁଦ୍ଧା ଓଡିଶା ହେବ ବସ୍ତିମୁକ୍ତ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବସ୍ତି ଅଞ୍ଚଳରେ ଉନ୍ନତିକରଣ କରାଯିବ। ୨୯୯୨ ଟି ବସ୍ତିରେ ୭୦ ହଜାର ଲୋକଙ୍କୁ ପଟ୍ଟା ମିଳିବ। ଅନ୍ୟ ଜନବସତି ଅଞ୍ଚଳ ଭଳି ବସ୍ତିରେ ଉନ୍ନତିକରଣକୁ ଗୁରୁତ୍ଵ ଦିଆଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଆଲୋକ ଆଦିକୁ ବସ୍ତିଅଞ୍ଚଳରେ ଗୁରୁତ୍ଵ ଦିଆଯିବ। ପୌରାଞ୍ଚଳକୁ ମିଳୁଥିବା ୨୫ ପ୍ରତିଶତ ଅନୁଦାନ ବସ୍ତି ଅଞ୍ଚଳ ପାଇଁ ଖର୍ଚ୍ଚ କରାଯିବ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।






More Stories
ପବନ ସହ ପ୍ରବଳ ବର୍ଷା…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..