ରିପୋର୍ଟ କାର୍ଡ / ଫୁଲବାଣୀ
କ୍ରୁଦ୍ଧରେ ଜର୍ଜରିତ ହୋଇ ମା ଭିଆଇଛି ନାରକୀୟ କାଣ୍ଡ | ଦୁଇ ଛୁଆଙ୍କୁ କୂଅକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ କରିଛି । ଏଥିରେ ଦୁଇ ଛୁଆଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମାଆକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଖ୍ରୀଷ୍ଟିଆନ୍ ସାହିରେ। ପାରିବାରିକ କଳହରୁ ମହିଳା ଏଭଳି କାମ କରିଥିବା କୁହାଯାଉଛି । ଦୁଇ ପିଲାଙ୍କୁ କୂଅ ଭିତରକୁ ଠେଲି ଦେବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ମହିଳା ପ୍ରକୃତରେ ପାରିବାରିକ କଳରୁ ଏମିତି ନିଷ୍ପତ୍ତି ନେଲେ ନା ତାପଛରେ ଆଉ କଣ କାରଣ ରହିଛି ଏନେଇ ତଦନ୍ତ କରୁଛି ପୋଲିସ ।






More Stories
୨୪ ରୁ ବରଗଡ଼ ଧନୁଯାତ୍ରା…..
ବିଜେଡି ନେତାଙ୍କ ଘରେ IT ରେଡ…..
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ…..