ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗୋଟିଏ ଦିନ ପରେ ପୁଣି ଦୈନିକ ସଂକ୍ରମଣ ବଢିଛି | ଆଜି ରାଜ୍ୟରେ ୨୦୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ରହିଛି କ୍ୱାରେଣ୍ଟିନରୁ ୧୧୯୮ ଜଣ ରହିଥିବା ବେଳେ ଲୋକାଲ କେସ୍- ୮୮୭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୮୦୫୯ରେ ପହଞ୍ଚିଛି । ଆଜିର ଚିହ୍ନ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ- ୭୩, ବାଲେଶ୍ୱର- ୧୧୩, ବରଗଡ଼- ୧୫, ଭଦ୍ରକ- ୧୭୩, ବଲାଙ୍ଗିର- ୭, ବୌଦ୍ଧ- ୩, କଟକ- ୨୧୦, ଦେବଗଡ଼- ୪, ଢେଙ୍କାନାଳ- ୪୧, ଗଜପତି- ୧୯, ଗଞ୍ଜାମ- ୧୪, ଜଗତସିଂହପୁର- ୧୦୮, ଯାଜପୁର- ୧୩୨, ଝାରସୁଗୁଡ଼ା- ୨, କଳାହାଣ୍ଡି- ୧୦ ଚିହ୍ନଟ ହୋଇଛନ୍ତି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..