ରିପୋର୍ଟ କାର୍ଡ / ପୁରୀ
ଆଜି ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶାସନ ପକ୍ଷରୁ ପାସ୍ ଦିଆଯାଇଛି। ସେହିପରି ପାସ୍ ନଥିବା ବ୍ୟକ୍ତି ମାନଙ୍କୁ ରଥପାଖକୁ ଛଡାଯାଉନାହିଁ। ସେପଟେ ବାହୁଡା ପାଇଁ ପୁରୀ ସହରରେ କର୍ଫ୍ୟୁ ଲାଗିଥିବାରୁ ବଡଦାଣ୍ଡରେ ଥିବା ଘର, ଲଜିଂ, ହୋଟେଲର ଛାତ ଉପରେ କୌଣସି ବ୍ୟକ୍ତି ଠିଆ ନହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଭଳି ଚାଲିଛି ପାସ୍ ଚେକିଂ ଓ ବଡଦାଣ୍ଡରେ ଥିବା କୋଠା, ହୋଟେଲ ଓ ଲଜିଂ ଉପରେ ଛିଡା ହୋଇ ଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।






More Stories
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..