Report Card Odisha

| Daily Odia News

ନୟନତାରାଙ୍କ ସହ ରୋମାନ୍ସ କରିବେ ଶାହରୁଖ…..

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦକ୍ଷିଣ ଭାରତର ସଫଳ ଫିଲ୍ମମେକର ଏଟଲୀଙ୍କ ଫିଲ୍ମ ସାଇନ କରିଛନ୍ତି । ପ୍ୟାନ ଇଣ୍ଡିଆ ଓ ରେଡ ଚିଲିଜର ଏହି ଫିଲ୍ମରେ ଶାହାରୁଖ ଡବଲ ରୋଲ କରିବେ । ପିଙ୍କଭିଲା ରିପୋର୍ଟ ଅନୁସାରେ ନୟନତାରାଙ୍କ ସହ ଶାହରୁଖ ଏହି ଫିଲ୍ମରେ ରୋମାନ୍ସ କରିବେ । ୨୦୧୮ ଜୀରୋ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ କମବ୍ୟାକ କରିବାକୁ ଯାଉଛନ୍ତି । ଏଥିରେ ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ସେହିପରି ଡୁପ୍ଲିକେଟ ଓ ଓମ ଶାନ୍ତ ଓମ ପରେ ଶାହାରୁଖ ପୁନର୍ବାର ଡବଲି ରୋଲ ଭୂମିକାରେ ଅବତୀର୍ଣ୍ଣ ହେବେ ।

Breaking News