ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ ପୁଅ ତଥା ଓଡ଼ିଆ ଭାରତୀୟ ପୋଲିସ୍ ସେବା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ନିକଟରେ ଦିଲ୍ଲୀର କମିଶନର୍ ପଦରେ ଅବସ୍ଥାନ ହୋଇଥିବା ରାକେଶ ଆସ୍ଥାନାଙ୍କ ପରେ ସେ ଏହା ଭାର ସମ୍ଭାଳିବେ । ଗୁରୁବାର ତାଙ୍କ ଠାରୁ ଶ୍ରୀ ପ୍ରଧାନ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ ବା ଏନ୍ଡିଆର୍ଏଫ୍ର ନିର୍ଦ୍ଦେଶକ ଅଛନ୍ତି । ସେ ୧୯୮୮ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡର୍ର ଓଡ଼ିଆ ଆଇପିଏସ୍ ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..