ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଅକ୍ଟୋବରରୁ ପ୍ରାପ୍ତ ବୟସ୍କଙ୍କୁ ଦିଆଯିବ କୋଭାଭାକ୍ସ ଟିକା । ୨୦୨୨ ପ୍ରଥମାର୍ଦ୍ଧରେ ପିଲାଙ୍କୁ ଟିକାକରଣ ସମ୍ଭାବନା ଥିବା ନେଇ ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତରେ ୩ଟି ଟିକାକୁ ଅନୁମତି ମିଳିଛି । ଭାରତ ବାୟୋଟେକର କୋଭକ୍ସିନ, ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଏବଂ ଋଷ ଟିକା ସ୍ଫୁଟନିକ ଭାରତରେ ବ୍ୟବହାର କରାଯାଉଛି । କୋଭାଭାକ୍ସକୁ ଅନୁମତି ମିଳିବା ପରେ ଏହା କରୋନା ମୁକାବିଲା ପାଇଁ ଚତୁର୍ଥ ଟିକା ହେବ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……