Report Card Odisha

| Daily Odia News

ବୋଟ୍ ଦୁର୍ଘଟଣାରେ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବର୍ତ୍ତମାନ ସମୟରେ ଦୁଃଖଦ ଖବର ସାମ୍ନାକୁ ଆସିଛି ଓଟିଭିର ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଛି | ଯେ ନିଜେ ଖବର ଦେଉଥିଲେ ସେ ଆଜି ଖବର ହୋଇଯାଇଛନ୍ତି | ମୁଣ୍ଡଳୀରେ ହାତୀକୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ପଡ଼ିଥିଲା ।  ଗଣମାଧ୍ୟମର ରିପୋର୍ଟର ଅରିନ୍ଦମ  ଏବଂ କ୍ୟାମେରା ମ୍ୟାନ ପ୍ରଭାତ ଫସି ରହିଥିଲେ | ଏମାନଙ୍କୁ ଉଦ୍ଧାର କରି କଟକ SCB ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ମେଡିକାଲରେ ରିପୋର୍ଟର ଅରିନ୍ଦମଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ୟାମେରା ମ୍ୟାନ ପ୍ରଭାତଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି |

Breaking News