ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ଦୁର୍ଗାପୂଜା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଖୋଲା ପେଣ୍ଡାଲରେ ପୂଜା କରିବାକୁ ଅନୁମତି ମିଳିଛି | କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଚତୁଃପାଶ୍ୱର୍ ଖୋଲା ରହିବ ପୂଜା ମଣ୍ଡପରେ ଅଲଗା ଅଲଗା ପ୍ରବେଶ, ପ୍ରସ୍ଥାନ ଦ୍ୱାର ରହିବ । ବିନା ମାସ୍କରେ ପେଣ୍ଡାଲ ପ୍ରବେଶ ହୋଇପାରିବ ନାହିଁ । ପେଣ୍ଡାଲରେ ସାନିଟାଇଜର ରହିବ । ଏବର୍ଷ ଭସାଣ ଉତ୍ସବ ହେବନାହିଁ ବୋଲି ବଙ୍ଗଳା ସରକାର ଘୋଷଣା କରିଛନ୍ତି |






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..