ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରାଜ କୁମାର ଶର୍ମା ହେଲେ ସ୍ୱାସ୍ଥ୍ୟ ବିଭାଗର ACS | ଆଇଏଏସ୍ ପ୍ରଦୀପ ମହାପାତ୍ରଙ୍କ ବଦଳିପରେ ଖାଲି ପଡ଼ିଥିବା ସ୍ଥାନରେ ରାଜକୁମାର ଶର୍ମା ACS ଭାବେ କାର୍ଯ୍ୟ କରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ କୁମାରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା ପ୍ରଦାନ କରାଯାଇଛି । ଏଥି ସହ ଅତିରକ୍ତ ଭାବେ ସେ ଏହି ଦାୟିତ୍ୱ ସମ୍ଭାଳିବା ସହ କୃଷି କମିଶନର ଦାୟିତ୍ୱ ମଧ୍ୟ ସମ୍ଭାଳିବେ ।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..