ରିପୋର୍ଟ କାର୍ଡ / କଟକ
କଟକ ଚୌଦ୍ୱାର ଟାଙ୍ଗି ବନ୍ଦାଳସ୍ଥିତ ୫୫ ନମ୍ୱର ଜାତୀୟ ରାଜପଥରେ ଟ୍ରକ ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇ ଦୋର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଛନ୍ତି । କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା ଶ୍ରୀକୁଞ୍ଜ ନାମକ ଯାତ୍ରୀବାହୀ ବସ୍ । ତେବେ ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଆହତମାନଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସରେ ପାଖାପାଖି ୬୦ ଜଣ ଯାତ୍ରୀ ଥିବା ସୂଚନା ।






More Stories
ମୋଦୀଙ୍କ ହାତରେ ଦେଶ ଆଜି ସୁରକ୍ଷିତ…..
ମଧୁ ବାବୁ ପେନ୍ସନ୍ ଯୋଜନାର ଆବେଦନ ଯାଞ୍ଚ ପାଇଁ ନିର୍ଦ୍ଦେଶ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……