ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ତୈଳ ଦର ବଢିଚାଲିଛି । ଏହାର ପ୍ରତିବାଦରେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଘରୋଇ ବସ୍ । ରାଜ୍ୟ ଘରୋଇ ବସ୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତୈଳ ଦର ଓ ଅନ୍ୟାନ୍ୟ ଆନୁଷଙ୍ଗୀକ ଦର ବୃଦ୍ଧି ଯୋଗୁଁ ଘରୋଇ ବସ୍ କ୍ଷତିରେ ଚାଲୁଛି । ତେଣୁ ଏଥିପାଇଁ ସରକାରୀ ସହଯୋଗ ଦରକାର । ତୈଳ ଦର କମ୍ କରିବା ସହିତ ଟ୍ୟାକ୍ସ ଛାଡ କରନ୍ତୁ ସରକାର । ଏଥିପାଇଁ ନଭେମ୍ବର ୧୫ପର୍ଯ୍ୟନ୍ତ






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..