ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ନଭେମ୍ବର ୧ରୁ ଖୋଲିବ ଯୁକ୍ତ ୩ ପ୍ରଥମ ଏବଂ ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପାଠପଢା ହେବ ବୋଲି ସୂଚନା ମିଶିଛି । କଲେଜ କ୍ଲାସ୍ ସହ ହଷ୍ଟେଲ ମଧ୍ୟ ଖୋଲିବ । ଏନେଇ ସମସ୍ତ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି ।
More Stories
ମହଣ ମହଣ ସୁନାରେ ସଜେଇ ହେଇଛନ୍ତି ଚତୁର୍ଦ୍ଧାବିଗ୍ରହ….
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..