ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ମୁଣ୍ଡ ଟେକିଲାଣି କରୋନା | କିଛି ଦିନ ହେବ ସଂକ୍ରମଣ କମିଥିବା ବେଳେ ପୁଣି ବୃଦ୍ଧି ପାଉଛି | ଯାହାକି ଚିନ୍ତା ବଢ଼ାଇ ଦେଇଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋଟସଓ୍ବାନା ଭଳି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । ଏହିସବୁ ଦେଶରୁ ଆସୁଥିବା ଲୋକମାନେ ଅତି କମରେ ୧୦ ଦିନ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଆଜି ଡ଼ିଏମଇଟି ରମା ରମଣ ମହାନ୍ତି ରଖିଛନ୍ତି ପ୍ରତିକ୍ରିୟା କହିଛନ୍ତି |






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..